Thursday, 17 May 2018

ARE WORDS SO IMPORTANT


You know my pious emotions,
My vibrations, my devotions,
 My respects for your person,
My keenness in your gratification.

When I did everything right,
But still remained misjudged,
I wrote a few words, a bit acrid,
And you became annoyed.

Were they more significant,
Than my humble emotions?
Were they more vibrant,
                                              Than our intertwined souls?                                                     

If I throw a stone towards an ocean,
There will be a momentary undulation,
But the ocean will not dry out in any condition,
My words are those stones, adoration that ocean.

Many comets hit the earth,
Does the earth change its path?
Love is that powerful mental entity,
That can defeat every negative force.

It’s not a passed time that can’t comeback
Nor it is gush of a fall that can’t rollback,
It’s a pious and continuous flow of nectar,
That once originates moves on nonstop.

Wednesday, 16 May 2018

ନ୍ୟାୟବନ୍ତ ଜଗନ୍ନାଥ


ବଡ ପଣେ ଦୟା କର ଦାସକୁ,
ଚକ୍ର ଦେଇ ନାଶ କର ତ୍ରାସ କୁ,
ବଡ ଦେଉଳର ବଡ ଠାକୁର ହେ,
ରହି ଥାଉ ଟେକ ତୋର ହେ,
ରହି ଥାଉ ଟେକ ତୋର ।

ବାହାର ହୁଅ ହେ ବଡ ଦାଣ୍ଡକୁ,
ଆଖି ଖୋଲି ଦେଖ ଭକ୍ତ ରୁଣ୍ଡକୁ,
ପୂର୍ଣ କର ଇଚ୍ଛା, ଛିଡ଼ୁ ପାପ ଦଶା
ବାଞ୍ଛାନିଧି କଳ୍ପତରୁ ହେ
ବାଞ୍ଛାନିଧି କଳ୍ପତରୁ ।

ପାପ, କଷଣ, ଅକାଳ କାଳକୁ,
ବାରି ଧାରା ଯେହ୍ନେ ଅନଳକୁ,
ତୁମ ପଦାଶ୍ରିତ, ନାହୁଏ ବଞ୍ଚିତ,
ଶରଣ ରକ୍ଷଣ ହରି ହେ,
ଶରଣ ରକ୍ଷଣ ହରି ।

ବାଇ ପ୍ରଦୀପ୍ତ ତୋ କଳାମୁଖକୁ,
ଦେଖି ଭୁଲି ଯାଏ କଷ୍ଟ ଦୁଃଖକୁ
ଦରଶନ ଦିଅ, ନ କର ଅନ୍ୟାୟ,
ନ୍ୟାୟବନ୍ତ ଜଗନ୍ନାଥ ହେ,
ନ୍ୟାୟବନ୍ତ ଜଗନ୍ନାଥ ।


Tuesday, 15 May 2018

THE TWO FLOWS


A river,
Full of rain water,
Breaks the riverbank,
Takes the shape of flood,
Flows out with pride,
Wherever it finds,
A soft soil.

It does not see,
 Whether the affected region,
 Is a habitation, a forest,
Or an agricultural land.

A heart,
 Full of youthful excitement,
 Opens up and unveils its feelings
When it sees,
 Another beautiful heart,
 An adorable persona,
 A compassionate soul,
 That could nourish and respect
His/her sweet emotions.

He/she does not see
Whether she/he is
Physically attractive or not,
Practically romantic or not,
Materially rich or not,
Socially high or not.

As the river and an eager soul,
Do not use a brain to ponder,
Before their flow begins.


Sunday, 13 May 2018

ଚାହିଁଛି ବଡ ଆଶାରେ


ବାଧିଲା ଜାଣି କହିଲି ଛାମୁଁରେ,
ଭରଷୀ ମୁଁ ତୋର କରୁଣା ରେ,
ରଖ ବା ନ ରଖ ଅରକ୍ଷ ରକ୍ଷକ,
ଶରଣ ଗଲି ପୟରେ ହେ,
ଶରଣ ଗଲି ପୟରେ ।

ଦ୍ରୌପଦୀର ଲାଜ କୁରୁ ସଭାରେ,
ବସ୍ତ୍ର ଦେଇ ରଖିଲ ଅଚିରେ,
ମୋ ପୀଡା କି ତୁମ ଆଡ ନ ପାଇବ,
କୁହ ବାରେ ପୀତାମ୍ବର ହେ,
କୁହ ବାରେ ପୀତାମ୍ବର

ପାଣ୍ଡବଙ୍କୁ ଜତୁଗୃହ ଦାହରେ,
ବଞ୍ଚାଇଲ ବଡ କୌଶଳରେ,,
ଜଳି ମରୁଛି ମୁଁ  ଦୁଃଖ ଅନଳରେ,
ତ୍ରାହି ପ୍ରଭୁ ଆଦିମୂଳ ହେ,
ତ୍ରାହି ପ୍ରଭୁ ଆଦିମୂଳ

ତୋ ବିନୁ କେ ଅଛି ମୋର ଏ ଧରାରେ,
ଯା ପଦ ଧରିବି ବିପଦରେ,
କର୍ମ ଭକ୍ତିହୀନ ମୁଁ ଯେ ଅକିଞ୍ଚନ,
ଚାହିଁଛି ବଡ ଆଶାରେ ହେ,
ଚାହିଁଛି ବଡ ଆଶାରେ ।


Saturday, 12 May 2018

ଅନୁରକ୍ତି


ସମ୍ପୂର୍ଣ ବ୍ରହ୍ମ ହେ ତୃପ୍ତ କର ମୋର ଅପୂର୍ଣ ଆତ୍ମା,
ଶରଣ ଗଲି ମୁଁ ତାରଣ ଉଚିତ କରିତକର୍ମା ।

ହରି ନ ହରିଲେ କଦନ ହରିବ କେ ଅବା ଆଉ,
ହାରିବି ସିନା ଜୀବନ ତୋ କୃପା ବିନୁ ମହାବାହୁ ।

ଅନ୍ତରୁ ଅନ୍ତର ନ କର କରତା ପଡେ ପୟର,
କର କିଂକର ପଣେ ସ୍ଵୀକାର ହେ ପ୍ରଭୁ ଚକ୍ରଧର ।

ଅଜ୍ଞାନ ଅନ୍ଧାରେ ଅଣ୍ଡାଳି ଚାଲିଛି ଅଯଥା ସିନା,
ପାଇଲିନି କିଛି ତୋ ଭାବ ସମ୍ପତ୍ତି ତୋ ଦୟା ବିନା ।

ବୁଡିଛି ଆକଣ୍ଠ ମାୟା ମୋହ ଜଳେ ହେ କଳ୍ପତରୁ,
ଆପଣ ପଣ କରି ଉଦ୍ଧାର ମୋତେ ଅମାଅନ୍ଧାରୁ ।

ଦୟାନିଧି ବୋଲି ତୋତେ ଶରଧାରେ କହନ୍ତି ଲୋକେ,
ଦୟାସାଗରରୁ ବୁନ୍ଦେ ଦିଅ ହରି ମୋତେ ଏ ଲୋକେ ।

ଅସାର ସଂସାର ସମ୍ପଦ ନ ଚାହେଁ ଅଗତି ଗତି,
ଦିଅ ଅନୁରକ୍ତି ମନେ ଜ୍ଞାନଭକ୍ତି ମୁଁ ମୁଢ ମତି ।



Friday, 11 May 2018

I HAVE THE CONFIDENCE


You misunderstand my intentions,
Misread my humble affection,
My words appear heavy to your kind ears,
And you desert me amidst despair.

I give the responsibility of my feelings,
To the peace pioneer silence.


Yes, I see you come to the front;
I watch your stays and movements,
My soul wishes to communicate,
And share the storms, rains and light,
It enjoys or suffers each moment,
With its counterpart, you my sweetheart.

It vibrates vigorously and incessantly,
My lips shiver seriously,
But I gulp the pain, the strain patiently
And move away from the arena silently.

When the pain grows beyond my tolerance,
I take the asylum of my rhymes
And humbly they sing out my heart,
Silently with you they communicate.

I am aware of your supple heart,
I know the sweet feelings in it,
I trust your judiciousness,
Hence, I have the confidence,
That you will return to me,
Sooner or later depends on my destiny.

Thursday, 10 May 2018

I AM LIKE THAT


Life didn't teach me to appreciate blindly,
Rather, it taught me to speak bluntly,
Though, up-front words appear bitter,
But I think uprightness is always better.

When I say the truth I do not bother,
About the reaction, result or the future,
As honesty remains the sole concern,
Of my life, my living or my relations.

I do not intend to impress or seduce anyone,
So I do not add honey into my conversations,
And let my thoughts flow as it born in my brain,
Raw, unpolished but free from corruptions.

That’s where I am different from the flow,
That’s why I stand lonely still happy in my vow,
Also that's where I live head high,
And never care anything or feel sigh.

When you get disturbed by my honest words,
My inner being shattered and my eyes bleed,
Tell me, if you don't wish me to be frank or distrust my words,
Who else will come forward to trust me in this bad world?

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...