Friday, 26 June 2020

ଆଜି ପରା ରଥ ଯାତ

https://youtu.be/38dYVTrV964

ଆଜି ପରା ରଥ ଯାତ, ଲୋ ସଙ୍ଗିନୀ
ଆଜି ପରା ରଥ ଯାତ 
ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ 
ରଥେ ବିଜେ ଜଗନ୍ନାଥ। 

ଏ ଲୀଳାକୁ ଦେଖି ନୟନେ
ତାଙ୍କ ଗୁଣ ସୁମରି ମନେ
ମୃଦଙ୍ଗ ତାଳରେ ନାଚି ଚାଲିଛନ୍ତି 
ବଡ ଦାଣ୍ଡେ ଯେତେ ଭକ୍ତ । 

କଳା କଳା ତା ଚକାଡୋଳା
ଦ୍ରୁଷ୍ଟି ତାର ସେନେହ ବୋଳା
ଭକତ ମାନଙ୍କ ଦୁଃଖ ବୁଝିବାକୁ 
ଆତୁର ଶ୍ରୀ ଜଗନ୍ନାଥ । 

ଜଗତର ଠାକୁର ସିଏ 
ତାହା ପରି ହେବ ବା କିଏ 
ଧରି ତା ଚରଣ ଗଲେ ତା ଶରଣ 
ତୋଳି ନେବ ସିଏ ବଢାଇ ହାତ । 

ପବିତ୍ର ରଥଯାତ୍ରା ଅବସରରେ ମୋର ପ୍ରଥମ ଭିଡିଓ ମିଉଜିକ ନିବେଦନ । ଉପରେ YouTube link ଟି ଦିଆଗଲା 

Sunday, 17 May 2020

ଅଳି

ଶିଖିପୁଛ ମଣ୍ଡନ, ଭବ ଭୟ ଖଣ୍ଡନ
ହରିତ ବସନ ବନମାଳୀ,
କଂସ ବିନାଶନ, କେଶି ମୁର ନାଶନ,
ଭକ୍ତ ଜନ ନୟନପିତୁଳି।

ଅଖିଳ ଜଗ ବନ୍ଦନ, କାଳୀୟ ଦର୍ପ ଦଳନ,
ଭାବ କୁସୁମକୁ ତୁମ୍ଭେ ଅଳି
ଗୋପୀ ଜନ ବିନୋଦନ, ପାପୀ ଜନ ତାରଣ,
କବି କି ପାରିବ ଗୁଣ କଳି।

କର କୃପା ଅନନ୍ୟ, ଆହେ ନନ୍ଦ ନନ୍ଦନ
ଭବ ବାଧା ମାନ ଦିଅ ଟାଳି,
ହେଉ ଏ ଜୀବନ ଧନ୍ଯ,
ଧରି ତୁମ୍ଭର ଚରଣ,
ଏଇ ମାତ୍ର  ତୁମ୍ଭ ଠାରେ ଅଳି ।

ଅଳି-- ଭ୍ରମର
ଅଳି -- ନିବେଦନ



Friday, 8 May 2020

ରଥ ଯାତ ୧

ହେ ଜଗତ ରାଜା ପ୍ରଭୁ ଜଗନ୍ନାଥ
ଉତ୍କଳର ତୁମ୍ଭେ ହୃଦୟ ସଙ୍ଗୀତ
ହୋଇବ ନିଶ୍ଚିତ  ତୁମ୍ଭ ରଥ ଯାତ
କୋରୋନା କି ଅବା କୀଟାଣୁଟି ମାତ୍ର ।

ବିଧର୍ମୀ ଶାସନ କରି ହୀନ ମନ
ଆଣିଛି ଅତୀତେ ଶତ ବାଧା ବିଗ୍ନ
କରି ପାରି ନାହିଁ ତୋ ଗୌରବ ହତ
ତୁମ୍ଭ ଶ୍ରେଷ୍ଠପଣ ହୋଇଛି ସାବ୍ୟସ୍ତ 
ଚାଲିଛି ନିରତେ ତୁମ୍ଭ ଜୟ ରଥ
ହୋଇବ ନିଶ୍ଚିତ  ତୁମ୍ଭ ରଥ ଯାତ
କୋରୋନା କି ଅବା କୀଟାଣୁଟି ମାତ୍ର ।

ଗତ ବାହୁଡାରେ ତୁମ୍ଭ ବଡ ଦାଣ୍ଡ
ହୋଇ ଜଳାର୍ଣବ ବିହିଲା ଯା କାଣ୍ଡ
ତହିଁକୁ କରିଲ ଉପାୟ ତୁରିତ
ଶୁଷ୍କ ହେଲା ଜଳ ଚାଲିଲା ତୋ ରଥ 
ଭକତଙ୍କ ଚିତ୍ତ ହୋଇଥିଲା ତୃପ୍ତ 
ହୋଇବ ନିଶ୍ଚିତ  ତୁମ୍ଭ ରଥ ଯାତ
କୋରୋନା କି ଅବା କୀଟାଣୁଟି ମାତ୍ର ।

ତାରିବାକୁ ପାପୀମାନଙ୍କ ପାତକ
ଭକ୍ତ ରଞ୍ଜନକୁ ହେ ଭବ ପାଳକ
କଳି କାଳ ପାଇଁ ହେଲ ଆବିର୍ଭୂତ 
ସ୍ଵୟଂଭୂ ବିଗ୍ରହ ତୁମ୍ଭେ ଲକ୍ଷ୍ମୀକାନ୍ତ
କେ ଅବା ରୋଧିବ ତୁମ୍ଭ ଯାତ୍ରା ପଥ 
ହୋଇବ ନିଶ୍ଚିତ  ତୁମ୍ଭ ରଥ ଯାତ
କୋରୋନା କି ଅବା କୀଟାଣୁଟି ମାତ୍ର ।

Wednesday, 6 May 2020

ଦର୍ଶନ ସୁଖ


ବୁଝିଲ ନାହିଁ  କାଳିଆ ପ୍ରେମୀଙ୍କ ହୃଦ ଆବେଗ,
ଅବରୁଦ୍ଧ କଲ କିଆଁ  ତୁମ୍ଭ ଦର୍ଶନର ମାର୍ଗ ।

ଅବହେଳିତ  ହେଲା କି ତୁମ୍ଭର ପୂଜା ମାର୍ଜନା
ଷାଠିଏ ପଊଟି ଭୋଗ ହୋଇ ଯାଇନି ତ ଊଣା
ପୁଣି କେଉଁ ଦୋଷ ଦେଖି ହୋଇଲ ପ୍ରଭୁ ହେ ରୁଷ୍ଟ
ଭକତଙ୍କ ପାଇଁ କିଆଁ ରୁଦ୍ଧ ରଖିଲ କପାଟ
ତୁମ୍ଭ ଭକତଙ୍କ ଚିତ୍ତ ଛଟପଟ  ଛଟପଟ
ପାଇଲେ ନାହିଁ  ଭକତେ ତୁମ୍ଭ ସେବାର ସୌଭାଗ୍ୟ
ବୁଝିଲ ନାହିଁ  ସାଆଁନ୍ତେ ପ୍ରେମୀଙ୍କ ହୃଦ ଆବେଗ। 

ଉତ୍କଳ ହୃଦ ସ୍ପନ୍ଦନ ତୁମ୍ଭେ କରୁଣାନିଧାନ
ପ୍ରତି ସୁଖର ସାଧନ ପ୍ରତି ପୀଡାର ନିଦାନ
ତୁମ୍ଭ ବିନା ଚହୁଁ  ଦିଶି ସିନା ଘୋର ଅମା ନିଶି
ସେ ଶ୍ରୀମୁଖ ଦରଶନ ତହିଁକୁ  ଶୀତଳ ଶଶି
ସବୁ ଜାଣି କିଆଁ ପ୍ରଭୁ କୁହ ତ ଯାଇଛ ରୁଷି
କେମିତି ବଞ୍ଚିବେ ଊଣା ହେଲେ ତୁମ୍ଭ ଅନୁରାଗ
ବୁଝିଲ ନାହିଁ  ଗୋସାଇଁ  ପ୍ରେମୀଙ୍କ ହୃଦ ଆବେଗ।


Tuesday, 28 April 2020

କାଳିଆ ହେ, କମଳାଙ୍କ ରାଣ ତୋତେ

ବଡ ଦିଅଁ ବୋଲି ତୋ ଠାରେ ଭରସୀ
ତୋ ପ୍ରୀତିରେ ରସି, ତୋ ଚରଣେ ବସି
ପାଉଛି ଯେବେ ମୁଁ କଷଣ ଏତେ
କାଳିଆ ହେ, କମଳାଙ୍କ ରାଣ ତୋତେ
ମଲା ଗଲା ମଧ୍ୟେ ଗଣି ନେବୁ ଏବେ ମୋତେ।

ଭୁଲି ଯିବୁ କେହି ଥିଲା ଏ ଜଗତେ
ଭଲ ପାଉଥିଲା ପ୍ରାଣ ଭରି ତୋତେ
ଏ ସଂସାରେ ମୋର କେହି ନାହିଁ ପରି
ପଡି ରହିଲି ଯା ଯାତନା ପଥେ
କାଳିଆ ହେ, କମଳାଙ୍କ ରାଣ ତୋତେ
ମଲା ଗଲା ମଧ୍ୟେ ଗଣି ନେବୁ ଏବେ ମୋତେ।

ଅଭିମାନେ ପ୍ରଭୁ ମୋର କହିଲି ଯା କଥା ଏତେ
ଅଜ୍ଞାନୀ ଅବୁଦ୍ଧି ଜାଣି ଧରିବୁ ନାହିଁ ତୁ ଚିତ୍ତେ
ସବୁ କଷଣରୁ ବଡ ଆମ ପ୍ରେମ ଆମ ଐକ୍ଯ
ଜନ୍ମ ଜନ୍ମାନ୍ତର ପାଇଁ ଆମର ପ୍ରୀତି ସମ୍ପର୍କ
କାଳିଆ ହେ, କମଳାଙ୍କ ରାଣ ତୋତେ
ତୋ ହୃଦରୁ ଦୂରେ ନ ରଖିବୁ କେବେ ମୋତେ।  

Sunday, 26 April 2020

ଘନଶ୍ୟାମ

ବିହାୟସେ ଦେଖି ବାହିତ ନୀରଦ
        ଚିତ୍ତ ବୃନ୍ଦାବନେ ଭାବନା ଆସେ
ଶ୍ୟାମ ଘନ ନୁହେଁ ମୋ ଦୃଷ୍ଟି ପଥରେ 
       ଘନଶ୍ୟାମ ଶ୍ୟାମ ଶ୍ରୀଅଙ୍ଗ କି ସେ । 

ଇନ୍ଦ୍ରଧନୁ ଉଇଁ ସେ କୃଷ୍ଣ ଘନରେ
          ସତେ କି ଶିଖୀ ଚନ୍ଦ୍ରିକା  ପ୍ରକାଶେ 
ଚଞ୍ଚଳା ଝଟକ ନୀଳ କଳେବରେ 
            ପଟ୍ଟ ପୀତାମ୍ବରୀ ସଦୃଶ ଦିଶେ । 

ଧରିତ୍ରୀ ତାପକୁ ହୀନ କରିବାକୁ 
         ଝରିଲାଣି ଝର ଝର ହୋଇ ସେ  
ମୋ ଚିତ୍ତ ଚାତକ ତୋ କୃପା ବାରିକୁ 
        ଅପେକ୍ଷା କରୁଛି ପ୍ରଭୁତ  ଆଶେ। 

ଆସ ଅବତରି ମୋ ହୃଦ ଧରାକୁ
           ଆର୍ଦ୍ର କରି ତାକୁ ଭକତି ରସେ
ବହି ଚାଲୁ ମୋର ଏ ଦୁଇ ନୟନ
   ଶ୍ରାବଣେ ଧାରା ଯେପରି ବରଷେ । 

ବିହାୟସେ-- ଆକାଶରେ 
ଶ୍ୟାମ ଘନ --- କଳା ମେଘ
ଘନଶ୍ୟାମ ଶ୍ୟାମ ଶ୍ରୀଅଙ୍ଗ.... ଶ୍ରୀ କୃଷ୍ଣଙ୍କର କୃଷ୍ଣ ଦେହ 

A farewell song

I feel sad and  uncomfortable,
to write this farewell song.

Not that I am leaving you,
not that I would stop encouraging you
not that I would stop praying for you,
not that I would stop wishing good fortune for you,
the fact is that I will have to stop writing on your glory.

I would not be writing on you,
does not mean, in your absence
my affection for you has dried up
or my trust on you is shaken,
or  my respect for you is lessen.

I will stop writing on you,
because I have a great mission,
in my hand and I need to focus on that,
rather than continuing to convince you about that.

For me as a woman
you were never a fun stuff,
never a source of pleasure,
rather you were an inspiration, a teacher,
an encourager, a philosopher. Than you.

My feelings and  thoughts for you were never
connected to selfishness or sensuousness,
my appreciations were not intended appease you,
criticisms were not intended to  show you low
rather they wish to see a great soul in you,
a divine entity in you, so it won't end.

Now when you left me helpless,
I will have to do it all alone.
I will move on in your absence,
the way Ekalabya learnt
in the absence of Dronacharya.


Stay blessed, keep growing, best of luck.



Saturday, 25 April 2020

Up to you

You have decided to stay away from me,
without any reason,
I have decided to stay within Him,
for every reason.

You never understand that great reason
for which I need your cooperation,
for which I wish your companionship.

If any day you would understand that,
you would feel the importance of your role,
in that good mission, I still trust,
you would be back with me,
I would  be getting your helping hand,
generous nature and wise guidance.

Only one thought comes to my mind,
how I can drive alone in my mission,
how can I hold on to my devotion
until you are away from me.

Devotion and devotee

No social relationships no marital relationships
no emotional bonding, no material longings
is above devotion.

All of them has their own worth,
and respect for them is mandatory
for a man in devotion.

Before one bows one's head,
one needs to control one's words, deeds and thoughts.

One should not harm or hurt anyone
as no one is an enemy for a devotee
not even a disbeliever.

I may write prayers, sing devotional songs,
preach a lot  on divinity,
but that is not a proof that I am a devotee
until and unless my actions and social behavior
synchronize with my words.

Devotion is a meditation
which remains undisturbed by the social activities
of others, behavior of others.

A devotee never cares
for either appreciation or criticism of people,
because people live in their own understanding of things,
choices,  preference and surroundings
whereas a devotee has only one choice, one preference,
that is his devotion.

Friday, 24 April 2020

ଶରଣ

କିଛି ପ୍ରତିଆଶ ଥିବାରୁ କାଳିଆ
 ଧରି ନାହିଁ  ତୁମ୍ଭ ଚରଣ
ବଳି ପଡିବାରୁ ସଂସାର କଷଣ
ମାନି ନି ତୁମ୍ଭ ପ୍ରଭୁ ପଣ।

ମୋ ସାରା ସଂସାର ସୁଖ ପାରାବାର
ମୋର ଏ ସଫଳ ଜୀବନ
ଜଗତେ ଯେତେ ଯା ପାଇଛି ଠାକୁର
ସେ ସବୁ ତୁମ୍ଭ ଅବଦାନ ।

ବଞ୍ଚିଛି ମୁଁ ଆଜି ତୁମ୍ଭ ନାମ ଭଜି
ସବୁ ତୁମ୍ଭ କୃପା କାରଣ
ପ୍ରତି ନିଶ୍ବାସରେ ଭାଳେ ମୁଁ ଚିତ୍ତରେ
କେମିତି ସୁଝିବି ସେ ଋଣ।

କ୍ଷୀଣ ବଳ କ୍ଷଣ ଜୀବନ ପାଇଁ କି
ଦେବ ଋଣ ଗିରି ପ୍ରମାଣ
ଗିରିଧାରୀ ହାତ ଧରି ପଥ ଦେଖା
ପ୍ରଦୀପ୍ତ ଯାଉଛି ଶରଣ । 

ଜଗତ ରାଜା ହେ ମୁଁ ତୁମ୍ଭ ପରଜା
ଶାସନ କର ମୋର ମନ
ଭାବ କର** ଦେଇ କଲି ସମର୍ପଣ
ଏତେ ମାତ୍ର ମୋର ଅର୍ଜନ । 


* *ରାଜାଙ୍କୁ ତାଙ୍କର ପ୍ରଜା ନିଜ ମନ ଉପରେ ଶାସନର ଦାୟିତ୍ଵ ବଦଳରେ ଭାବର କର (tax) ଦେଇ ସମର୍ପଣ କଲା, କାରଣ ମାତ୍ର ଏତିକି ହିଁ ତାର ନିଜସ୍ଵ ଅର୍ଜନ। 

Corona virus

Life here,
is frightened of a micro particle
is at the mercy of the invisible organism,
called Corona virus.

The wisest living beings of this planet, man,
who claims to have won
vast stretches of the dark outer space,
depths of the deep water bodies,
mysteries of the mechanism of human bodies,
appears to be  stranded and helpless
prefers to hide behind the door in self defense
opts self-isolation and quarantine.

No one can forecast,
when this storm is going to end,
how many trees it would uproot
from the lush green garden of our civilization.

No one knows, how this devil came out,
whether this pandemic is created by the nature herself,
or it is originated out of the wicked mentality,
of some blood thirsty dragons.

There are ample evidences in the history
that in order to fulfill his thirst of dominating the world,
man went on digging pits for his fellow human beings.

It would not be stunning if in any future day
our  such wicked mind would carve a huge grave
for the whole human civilization.

It's not the appropriate time,
to play a blame game or shift responsibilities on one anther,
rather, its time for a mass prayer,
 for a collective effort to take steps towards
restoring normalcy.

Saturday, 18 April 2020

Character, wisdom and spirituality

The presence of the Sun in the sky is more important
 than the decoration of innumerable stars,
as it parts valuable  light and heat,
which cause lifeforms to survive on our planet.
Among the crowd, only a few intellectuals
contribute towards the development of our civilization.

Vast oceans spread all across the planet,
but only small water bodies holding sweet water,
quench the thirst of human being,
There are many human beings under the sun,
but only spiritual souls build character of people.

Many beauty flowers blossom in a garden
but only rose attracts attention due to its flagrance.
Our society has many people in it
but only those who have character impress many.

Therefore, I like people having character,
 wisdom and spirituality. You have them in you.

For a great cause

For a great cause
I wanted your presence, your cooperation,
but you left me to do it alone.

I know there must be some compulsion,
some strong reason,behind your such step
 otherwise you can't do injustice with me.
I know, now you are also sad without my companionship
how could you be happy  making me sad ?

I would not like to see you sad,
just because you give me sorrow.
Stay happy, God bless you.

I was interested to create
a  heaven between the us two,
where there is no untruth, hiding , secrecy,
no jealousy, ego, anger, selfishness
no gender feelings, no greediness
no impious words, acts and even thoughts.

A soul that is free from these things
is worthy of walking on the path of devotion,
is worthy of reciting His name, singing His prayer.
Otherwise all our efforts to seek  His pious grace,
are useless endeavors.

I have many, who follows me,
admires my art, my philosophy of life.
But what is the worth ?
They do not come out of their materialistic involvements.
So I do not think them worthy of sharing my heart,
and making them my companion for this path.

Talking about spiritualism, writing on the topic
are different from that of walking on this path.
Its difficult but not impractical.



A truth, that you never believe

Until you read my art, give your honest verdict
my composition remains incomplete
my heart remains unsettled I remain dissatisfied.

Just as the Prasad offered to Lord Jagannath
becomes Mahaprasad only after it is offered to Goddess Bimala,
my art gets fullness only when you decorates
them with few words of yours.

I assume you as a flame of  the lamp call Pradipta,
and my glow is all because of your companionship and cooperation.
then how you  caused darkness to prevail in my surrounding?
Certainly, to live among people having no keenness in spirituality,
piousness, is as good as living in darkness.

For me you are like the sacred water
of the river Ganges, a guru, a companion, an worship,
The words are not analogical, similes are not illogical.
This is the respect that I have in me for you.
By saying so do I wish to impress or seduce you,
no dear, such a thought would be shabbiness.

A world in which people worship physical beauty,
glamour, social position, wealth, entertainment, enjoyment
I opt for quality, purity of  heart, act,thought,
Do I ever deviate from that path?

A society which is full of falsehood, duplicity , deception
impurity, selfishness, dishonesty,  intolerance, ego, anger,
I give you truth, trust, honesty, respect, piousness, humbleness
Didn't I?
And what  did I expect?
Honesty in friendship, a bit extra attention.
Don't I deserve?

Do I expect something  wrong, impious.?
Not at all,  I am not like this world,

This time it's not my fault.
Do not punish an innocent,
comeback and help me in my path of devotion.

Friday, 17 April 2020

Self isolation

I isolated myself,
from the outside world,
from my own family members,
and confined myself to a room.

No, no it's not a whimsical decision
I didn't do it, without the consent of my family members.
It is  not a quarantine either,
has nothing to do with corona pandemic.

I set for my life a meaningful goal,
intimated my household, then took to my task.

The support and duties I was supposed to do,
as a son towards my parents
as a brother towards my bothers,
as a husband towards my better half
as a father towards my kids are accomplished.
and in fact perfectly as per my satisfaction.

I  never hanker after materialistic possessions,
from the beginning of my life,
so the question of thinking about or doing efforts,
towards piling wealth does not arise.

The Almighty gave me a human life,
put all His blessings in my bowl,
and that is the one debt, one huge borrowing,
 that I incurred and I feel I should pay back to Him now.

But how? I ponder how should I do that?
Some people does that by doing philanthropic works,
but  I am not so well to do, what should I do!!!

I reach one decision, by writing and singing
prayers for Him, by staying devoted to Him,
I would try to pay back and stay at peace.
So I took a self isolation for the rest of my life.

Thursday, 16 April 2020

No one is my enemy

 I don't ever regarded or treated
 anyone as my enemy
nor I say or do anything
with malicious intentions.

I humbly try to convince you,
about my pious feelings, my truth,
my thoughts and philosophy of life.

At times, when my tolerance crossed the limit,
I admit, I become a bit harsh,
and I should say with bowed head,
they were my weak moments, blunders.

Such time comes,
when you refused to believe my truth
when with my relentless efforts
I fail to convince that  I want to see you rise spotless
wish to see you twinkle up in the sky like stars
and not in the line of layman,who I consider my own.

Once a noble man said,
who we should become angry with,
who we can give caution and advice to,
of course, only to the one we think our own,
and never to an outsider.

Your enemies won't say where you go wrong,
only your own people would do.


I do not learn to lose

When storm tries to sink my ship
I tighten my mast.
When wind wish to blow away my shelter,
I strengthen my poles.

I don't learn  to leave fighting
nor I know to lose any battle.
With my bold strides
I take every adverse situation in my favor.

Whenever I face a hurdle
 I apply a break, pause, ponder,
 retrospect my own actions, rectify my mistakes,
change my gears, take a twist and continue my journey.








Let He be merciful

While eyeing the almighty,
I need to watch my own words,
acts and thoughts only
then only I will become worthy,
of His love and graces.

Words and deeds of others
 are really non of my concern
as everyone have his/her
own mission of life.

If the world can put impact,
or shake my mission,
then I would regard
 it to be my fault not theirs.

Let He, be merciful to everyone,
take care of their well-being
and make me focused at His feet.

The present

I spread the corpse of my past,
and begin to postmortem it.

I trace my blunders, my wrong steps,
repent over them, take oath not to repeat them.

I know,
 I can't fully root out their harmful impacts,
But by staying watchful,
I would minimize their evil effects.

I have my present in my hand,
and  I will utilize it to the fullest,
and in a right way.

About my unseen future,
I leave it to the out come
 of my past and present deeds,
and wishes of the Almighty.

Lord Krishna

I don't know,
how long I would live,
but I know this that as long as I live,
my soul would count your graces,
my pen would sing your glory,
my tongue would chant your prayer,
I would breath only for you.

My happiness and sorrow,
are only related to you.

I don't mind
what people think about me,
my only botheration is what you think about me
my only concern is your love ,
my creator, my master, my owner Lord Krishna.

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...